Breaking PLUSଦେଶମୁଖ୍ୟ ଖବର

ଆଜି ସନ୍ଧ୍ୟାରେ ଦିଲ୍ଲୀରେ ସୁଶାସନ ମହୋତ୍ସବ 2024ର ଉଦଘାଟନ କରିବେ ଜେପି ନଡ୍ଡା

ନୂଆଦିଲ୍ଲୀ- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଆମ୍ବେଦକର ଇଣ୍ଟର ନ୍ୟାସନାଲ ସେଣ୍ଟରରେ ଦୁଇ ଦିବସୀୟ ‘ସୁଶାସନ ମହୋତ୍ସବ 2024’ର ଉଦଘାଟନ କରିବେ । ଏନେଇ ବିଜେପି ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ‘ସୁଶାସନ ମହୋତ୍ସବ 2024’ର ଆୟୋଜନ ରାମଭାଓ ମହାଲଗି ପ୍ରବୋଧିନୀ କରିଛନ୍ତି ।

Show More

Related Articles

Back to top button