Breaking PLUSଓଡ଼ିଶାମୁଖ୍ୟ ଖବର
କମ୍ବିଂ ଅପରେସନ ବେଳେ ବିପୁଳ ବିସ୍ଫୋରକ ଜବତ

କୋରାପୁଟ- କୋରାପୁଟରେ କମ୍ବିଂ ଅପରେସନ ବେଳେ ବିପୁଳ ବିସ୍ଫୋରକ ଜବତ ହୋଇଛି । ମାଛକୁଣ୍ଡ ଥାନା ଗୁମୁଡ଼ାପୁଟ ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ ହୋଇଛି । ୧୫ଟି ବନ୍ଧୁକ, ୧୭ଟି ଟିଫିନ ବୋମା, ୨ଟି ଡିଟୋନେଟର ଜବତ କରାଯାଇଛି । ପୋଲିସ ଓ ଏସଓଜି ଯବାନଙ୍କ ମିଳିତ କମ୍ବିଂ ବେଳେ ଜବତ ହୋଇଥିବା ସୂଚନା ମିଳିଛି ।