
ଚାଲିଛି ଭୋଟ ଗଣତି । ସବୁ ରାଉଣ୍ଡରେ ଆଗରେ ରହିଛି ବିଜେପି । ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା । ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୨୬୫ ଭୋଟରେ ଆଗୁଆ ଅଛନ୍ତି ।
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୪୧,୦୮୯ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୩୫,୮୨୪। ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୧୨୩୬ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ୫୫୩୧ ଭୋଟ ପାଇଛନ୍ତି ।
ବିଜେପି- ୩୬,୦୭୩
ବିଜେଡି- ୩୦,୦୮୨
କଂଗ୍ରେସ- ୧୧୨୨
ସ୍ବାଧୀନ ପ୍ରାର୍ଥୀ-୫୧୪୭