ଓଡ଼ିଶାରାଜନୀତି

ଧାମନଗର ଉପନିର୍ବାଚନ ଫଳାଫଳ:୮ମ ରାଉଣ୍ଡ ଗଣତିରେ ମଧ୍ୟ ଆଗରେ ବିଜେପି

ଚାଲିଛି ଭୋଟ ଗଣତି । ସବୁ ରାଉଣ୍ଡରେ ଆଗରେ ରହିଛି ବିଜେପି । ଆଗେଇ ଚାଲିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଚାଲିଛି ଭାଗ୍ୟ ପରୀକ୍ଷା ।  ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୯୯୧ ଭୋଟରେ ଆଗୁଆ ଅଛନ୍ତି ।

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୩୬,୦୭୩ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୩୦,୦୮୨। ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୧୧୨୨ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ୫୧୪୭ ଭୋଟ ପାଇଛନ୍ତି ।

ସପ୍ତମ ରାଉଣ୍ଡ

  • ବିଜେପି- ୩୧,୧୦୮
  • ବିଜେଡି- ୨୫,୯୦୮
  • କଂଗ୍ରେସ- ୧୦୦୭
  • ସ୍ବାଧୀନ ପ୍ରାର୍ଥୀ-୪୯୭୩

 

Show More

Related Articles

Back to top button