Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ସନ୍ଦିଗ୍ଧ ଆତଙ୍କବାଦୀ ! ଉଠାଇ ନେଲା ଏନଆଇଏ

ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦୀ ସନ୍ଦେହରେ ଜଣଙ୍କୁ ଉଠାଇନେଲା NIA । ବନ୍ଧୁକ ଡିଲ୍‌ ଲିଙ୍କ୍‌ ସନ୍ଦେହରେ ଯୁବକଙ୍କୁ ଉଠାଇନେଲା NIA ସ୍ୱତନ୍ତ୍ର ଟିମ୍

ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦୀ ସନ୍ଦେହରେ ଜଣଙ୍କୁ ଉଠାଇନେଲା NIA । ବନ୍ଧୁକ ଡିଲ୍‌ ଲିଙ୍କ୍‌ ସନ୍ଦେହରେ ଯୁବକଙ୍କୁ ଉଠାଇନେଲା NIA ସ୍ୱତନ୍ତ୍ର ଟିମ୍ । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଯୁବକଙ୍କୁ ଧରିଥିବା ସୂଚନା । କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଓ NIAର ଏକ ଟିମ୍ ମିଳିତ ଭାବେ ଏକ ଗୁପ୍ତ ସ୍ଥାନରେ ଅଟକ ଥିବା ଯୁବକଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି ।

Show More

Related Articles

Back to top button