Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଭାରି ପଡିଲା ବିଶୃଙ୍ଖଳିତ ଆଚରଣ, ୮ ସାଂସଦଙ୍କୁ ନିଲମ୍ୱିତ କଲେ ରାଜ୍ୟସଭା ଅଧ୍ୟକ୍ଷ

କୃଷି ବିଧେୟକ ବିଲ ପାରିତ ବେଳେ ବିଶୃଙ୍ଖଳିତ ଆଚରଣ କରିଥିବା ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି । ରାଜ୍ୟସଭାର ଏ ସମ୍ପର୍କରେ ମତ ଲୋଡ଼ି ଏକ ସପ୍ତାହ ପାଇଁ ବିଶୃଙ୍ଖଳିତ ସାଂସଦ ମାନଙ୍କୁ ନିଲମ୍ୱନ କରିଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ

କୃଷି ବିଧେୟକ ବିଲ ପାରିତ ବେଳେ ବିଶୃଙ୍ଖଳିତ ଆଚରଣ କରିଥିବା ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି । ରାଜ୍ୟସଭାର ଏ ସମ୍ପର୍କରେ ମତ ଲୋଡ଼ି ଏକ ସପ୍ତାହ ପାଇଁ ବିଶୃଙ୍ଖଳିତ ସାଂସଦ ମାନଙ୍କୁ ନିଲମ୍ୱନ କରିଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ । କୃଷି ବିଲ ଆଲୋଚନା ବେଳେ ହଙ୍ଗାମା କରିଥିବା ୮ ସାଂସଦ ଡ଼େରିକ ଓ’ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରପୁନ ବୋରା, ଡ଼ୋଲା ସେନ, ସୟଦ ନାଜିର ହୁସେନ, ଏଲାମରନ କରିମଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

Show More

Related Articles

Back to top button