Breaking PLUSଦେଶମୁଖ୍ୟ ଖବର

ଦେଶରେ 24ଘଣ୍ଟାରେ 774 ନୂଆ ମାମଲା, 2 ମୃତ

ନୂଆଦିଲ୍ଲୀ, 6 ଜାନୁୟାରୀ – ଦେଶରେ ଗତ 24ଘଣ୍ଟାରେ 774 ନୂଆ କୋଭିଡ କେସ୍ ସାମ୍ନାକୁ ଆସିଛି ଏବଂ 2ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ସୂଚନା ମୁତାବତ ଦେଶରେ 919 ରୋଗୀ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ 4187 ଆକ୍ଟିଭ କେସ୍ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଗତ 24ଘଣ୍ଟାରେ ଗୁଜରାଟରେ ଜଣେ ଓ ତାମିଲନାଡୁରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button