Breaking PLUSଦେଶ ବିଦେଶମୁଖ୍ୟ ଖବର
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୭୯୦ ନୂଆ କୋରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
ଦେଶରେ ୨୪ ଘଣ୍ଟାରେ ନୂଆ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଦେଶରେ ଦିନକରେ ୪୬ ହଜାର ୭୯୦ ନୂଆ କୋରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ କିଛି ଦିନ ଧରି କମି ଚାଲିଛି କୋରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ।

ଦେଶରେ ୨୪ ଘଣ୍ଟାରେ ନୂଆ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଦେଶରେ ଦିନକରେ ୪୬ ହଜାର ୭୯୦ ନୂଆ କୋରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ କିଛି ଦିନ ଧରି କମି ଚାଲିଛି କୋରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ।
ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯୭କୁ ବୃଦ୍ଧି ପାଇଥିବା ବେଳେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା, ଦିନକରେ ୪୬ ହଜାର ୭୯୦ ନୂଆ ପଜିଟିଭ ଚିହ୍ନଟ, ମୋଟ୍ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୯୭ ହଜାର ୬୩କୁ ବୃଦ୍ଧି, ୬୭ ଲକ୍ଷ ୩୩ ହଜାର ୩୨୮ ଜଣ ସୁସ୍ଥ, ୭ ଲକ୍ଷ ୪୮ ହଜାର ୫୩୮ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।