Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ଦିନକରେ ସର୍ବାଧିକ ୪ ହଜାର ୧୮୭ ଜଣଙ୍କର ମୃତ୍ୟୁ

ଦେଶରେ ପୁଣି ଆଉ ଏକ ଅଲୋଡା ରେକର୍ଡ । କରୋନାରେ ଦିନକରେ ସର୍ବାଧିକ ୪ ହଜାର ୧୮୭ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ପ୍ରତିିଦିନ ୩ ହଜାରରୁ ଅଧିକ ମୃତ୍ୟୁ ହେଉଥିବାବେଳେ ଆଜି ସମସ୍ତ ପୂରୁଣା ରେକର୍ଡକୁ ଭାଙ୍ଗି ଦେଇଛି ।

ଦେଶରେ ପୁଣି ଆଉ ଏକ ଅଲୋଡା ରେକର୍ଡ । କରୋନାରେ ଦିନକରେ ସର୍ବାଧିକ ୪ ହଜାର ୧୮୭ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ପ୍ରତିିଦିନ ୩ ହଜାରରୁ ଅଧିକ ମୃତ୍ୟୁ ହେଉଥିବାବେଳେ ଆଜି ସମସ୍ତ ପୂରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଫେବ୍ରୁଆରୀ ୧୪ରୁ ଏପର୍ଯ୍ୟନ୍ତ କରୋନାରେ ୮୨ ହଜାର ଲୋକଙ୍କର ମୃତ୍ୟୁ ହେଲାଣି । ଆମେରିକା ଓ ବ୍ରାଜିଲ ପରେ ତୃତୀୟ ଦେଶ ଭାବେ ଭାରତରେ ଗୋଟିଏ ଦିନରେ ୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ୪ ଲକ୍ଷ ୧ ହଜାର ୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button