Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଡ୍ୟାମରୁ ୪୦ ଗେଟ ଦେଇ ବର୍ଷାଜଳ ନିଷ୍କାସିତ

ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ମହାନଦୀର ଜଳସ୍ତର ଅଦ୍ଭୁତପୂର୍ବ ଭାବେ ବଢିବାରେ ଲାଗିଛି । ଡ୍ୟାମ୍‌ରୁ ବର୍ତ୍ତମାନ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି।

ସମ୍ୱଲପୁର : ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ମହାନଦୀର ଜଳସ୍ତର ଅଦ୍ଭୁତପୂର୍ବ ଭାବେ ବଢିବାରେ ଲାଗିଛି । ଏ ନେଇ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଗେଟ ଖୋଲିବା ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଡ୍ୟାମ୍‌ରୁ ବର୍ତ୍ତମାନ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ଜଳସ୍ତର ବଢୁଥିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିବାରେ ଲାଗିଛି । ଏହାସହ ସୁବଳୟା ଠାରୁ ରେଢାଖୋଳ ଓ ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Show More

Related Articles

Back to top button