Breaking PLUSଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନର 4ଜଣ ଯବାନଙ୍କୁ ହତ୍ୟା କଲା ଋଷ

ଥମୁନି ୟୁକ୍ରେନ-ଋଷିଆ ଯୁଦ୍ଧ ପରିସ୍ଥିତି

ମସ୍କୋ: ୟୁକ୍ରେନର 4ଜଣ ଯବାନଙ୍କୁ ହତ୍ୟା କଲା ଋଷ । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଛି । ଉଭୟ ଦେଶ ମଧ୍ୟରେ ଆକ୍ରମଣ-ପ୍ରତି ଆକ୍ରମଣ ଲାଗିରହିଛି । ତେବେ ଏହି କ୍ରମରେ ବୁଧବାର ଦିନ ୟୁକ୍ରେନର 4ଜଣ ଯବାନଙ୍କୁ ଋଷ ପକ୍ଷରୁ ମରାଯାଇଥିବା ନେଇ ଋଷର ଏଫଏସବି ସୁରକ୍ଷା ସେବା ପକ୍ଷରୁ କୁହାଯାଇଛି । ଏଫଏସବି ପକ୍ଷରୁ କୁହାଯାଇଛି ଯେ, ଉତ୍ତର ୟୁକ୍ରେନରୁ କିଛି ଯବାନ ପଶ୍ଚିମ ଋଷ ବ୍ରାଂସ୍କ ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ତେବେ ଋଷ ସେନା ଏହାର କଡା ମୁକାବିଲା କରିବା ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି । ଋଷ ଯବାନଙ୍କ ଆକ୍ରମଣରେ 4ଜଣ ୟୁକ୍ରେନର ଯବାନ ନିହତ ହୋଇଛନ୍ତି ।…

Show More

Related Articles

Back to top button