Breaking PLUSଓଡ଼ିଶାମୁଖ୍ୟ ଖବର

4 ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର- ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର-ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ଟିକେଟ୍‌ ଦେଇଛି। ତେବେ ସତ୍ୟବାଦୀ ଆସନରୁ କଂଗ୍ରେସ ଟିକେଟ୍‌ରେ ୩ ଥର ବିଜୟୀ ହୋଇଥିବା ପ୍ରସାଦ ହରିଚନ୍ଦନକୁ ଦଳ ଏଥର ଟିକେଟ୍‌ ଦେଇନି। ତାଙ୍କ ବଦଳରେ ଦଳ ମନୋଜ ରଥଙ୍କୁ ସୁଯୋଗ ଦେଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button