Breaking PLUSଓଡ଼ିଶା

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେଲେ ୩ ନୂଆ ଜଜ୍‌

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେଲେ ୩ ନୂଆ ବିଚାରପତି । ସେମାନଙ୍କ ମଧ୍ୟରେ ୨ ଜଣ ଜୁଡ଼ିସିଆଲ୍‌ ଅଫିସର୍‌ ଥିବା ବେଳେ ଜଣେ ଓକିଲ ହାଇକୋର୍ଟରେ ବିଚାରପତି ଦାୟିତ୍ୱ ସମ୍ଭାଳିବେ । ଓକିଲ ମୃଗାଙ୍କ ଶେଖର ସାହୁଙ୍କୁ ବିଚାରପତି ନିଯୁକ୍ତ କରାଯାଇଥିବା ବେଳେ ଦୁଇ ଜୁଡ଼ିସାଆଲ୍‌ ଅଫିସର୍‌ ରାଧାକୃଷ୍ଣ ପଟ୍ଟନାୟକ ଏବଂ ରାଧାକୃଷ୍ଣ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଛି ।

Show More

Related Articles

Back to top button