Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ବଡଧରଣର ବିସ୍ଫୋରଣ, 25 ମୃତ

ବାଲୋଚିସ୍ତାନ- ପାକିସ୍ତାନରେ ବଡଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଗୁରୁତର ଆହତ ହୋଇଛନ୍ତି । ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍‌ ନିକଟରେ ବିସ୍ଫୋରଣ ହୋଇଛି । ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ବିସ୍ଫୋରଣ ହୋଇଥିଲା ।

ଲୋକମାନେ ଇଦ ମିଲାଦୁନ ନବୀ ପାଳନ କରିବାକୁ ଏକାଠି ହୋଇଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଅନ୍ୟପଟେ ବିସ୍ଫୋରଣର କାରଣ ଜଣାପଡିନାହିଁ ।

Show More

Related Articles

Back to top button