ଓଡ଼ିଶାମୁଖ୍ୟ ଖବରଶିକ୍ଷା

ଆଜିଠୁ ଇ-ଆଡମିଶନ ପାଇଁ ଆବେଦନ କରିପାରିବେ +୨ ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ଆଡମିଶନ କରିପାରିନଥିବା ଛାତ୍ରଛାତ୍ରୀ ଆଜିଠୁ ଇ-ଆଡମିଶନ ପାଇଁ ଆବେଦନ କରିପାରିବେ । ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଇ ଆଡମିସନ ଆବଦେନ ପ୍ରକ୍ରିୟା ଆରମ୍ଭ ହେବ । ୨୭ ତାରିଖରେ ଏହି ପ୍ରକ୍ରିୟାର ଅବଧି ସମାପ୍ତ ହେବ ।

ତେଣୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଇ ଆଡ଼ମିସନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ  ।ଯେଉଁମାନେ ପ୍ରଥମ ପର୍ଯ୍ୟାୟ ଯୁକ୍ତ ଦୁଇ ଆଡମିଶନ ପ୍ରକ୍ରିୟାରେ ଆବେଦନ କରିପାରି ନଥିଲେ । ସେମାନେ ଏହି ଦ୍ବିତୀୟ ପର୍ଯ୍ୟାୟ ନାମଲେଖାରେ ଭାଗ ନେଇପାରିବେ । ପ୍ରଥମ ପର୍ଯ୍ୟାୟରେ କିଛି ଆବେଦନ କରିପାରିନଥିଲେ । ଯେଉଁଥିପାଇଁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି ।

Show More

Related Articles

Back to top button