Breaking PLUSଦେଶମୁଖ୍ୟ ଖବର

ଜୟପୁରରେ 2.9 ତୀବ୍ରତାର ଭୂକମ୍ପ

ଜୟପୁର, 18 ଜାନୁଆରୀ -ରାଜସ୍ଥାନର ରାଜଧାନୀ ଜୟପୁରରେ ଗୁରୁବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.9 ରେକର୍ଡ ହୋଇଛି । ସକାଳ 7.26ରେ ଆସିଥିବା ଭୂକମ୍ପର କେନ୍ଦ୍ର ଭୂମି ଠାରୁ 11 କିଲୋମିଟର ତଳେ ରହିଛି ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ ଭୂକମ୍ପର କେନ୍ଦ୍ର ଫୁଲେରା ନିକଟରେ ରହିଛି । ତୀବ୍ରତା ବହୁତ କମ୍ ରହିଥିବାରୁ ଲୋକେ ଏହାକୁ ଅନୁଭବ କରିନାହାନ୍ତି ।

Show More

Related Articles

Back to top button