Breaking PLUSଓଡ଼ିଶାମୁଖ୍ୟ ଖବର

କମୁଛି କରୋନା ବଢୁଛି ମୃତ୍ୟୁ, ରାଜ୍ୟରେ ଆଜି ଆଉ 17 ଜଣଙ୍କ ମୁଣ୍ଡ ଗଡାଇଲା କରୋନା

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା କିନ୍ତୁ କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ  । ପ୍ରତିଦିନ ରାଜ୍ୟରେ ଜୀବନ ନେଉଛି କରୋନା  । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ 17  ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା ଭାଇରସ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ ଜିଲାରୁ  4 ଜଣ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁର ଜିଲ୍ଲାରୁ 3, ସୁବର୍ଣ୍ଣପୁରରୁ ଓ ଜଗତସିଂହପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି  । ସେହିପରି ଖୋର୍ଦ୍ଧା , ବରଗଡ, କଟକ, ଗଞ୍ଜମ, ପୁରୀରୁ ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି  । ଆଜିର ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା 1613 କୁ ବୃଦ୍ଧି ପାଇଥିବା ଜଣାପଡିଛି  ।

Show More

Related Articles

Back to top button