ଓଡ଼ିଶା

ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର,(ଉ.ପ୍ର.ନ୍ୟୁଜ୍‍ସର୍ଭିସ୍‍): ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ପୁରୀ ଭଳି ଲିଙ୍ଗରାଜ ପାଇଁ ତ୍ୟାଗ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ୬୬ ଏକରର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ପାଇଁ ଯାଜନା ଅ।ରମ୍ଭହେବୟ ଏହି ଯଜନାରେ ଲିଙ୍ଗରାଜ ଐତିହ୍ୟ, କେଦାରଗୌରୀ ଅ।ଦି ୯ ଟି ପ୍ରକଳ୍ପ ଗୁରୁôବ ଦିଅ।ଯାଇଛିୟ ସଦୃଶ୍ୟ ପ୍ରବେଶ ପଥ , ବିନ୍ଦୁସାଗର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବୟ ଲିଙ୍ଗରାଜ ଥାନା ଓ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଲୟକୁ ସ୍ଥାନାନ୍ତର କରାଯିବୟ ଟ୍ରାଫିକ ସମସ୍ୟା ହ୍ରାସ ପାଇଁ ତାଳେଶ୍ୱର ଛକରୁ ବଢ଼େଇବାଙ୍କ ଯାଏ ରାସ୍ତା ରାସ୍ତା ର୍ନିମାଣ ହେବୟ ଚାରଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛିୟ ଲିଙ୍ଗରାଜ ମନ୍ଦିର ଚାରିପାଖ ପରିକ୍ରମା ପାଇଁ ପଥ ର୍ନିମାଣ କରାଯିବ। ଜୀବିକା ହରାଉଥିବା ଉଠାଦୋକାନୀଙ୍କୁ ୨ଟି କିସ୍ତିରେ ୩୦ ହଜାର ଟଙ୍କା କ୍ଷତିପୁରଣ ଦିଅ।ଯିବ। ଉଠା ଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ କରାଯାଇ ଥଇଥାନ କରାଯିବ। ପକ୍କାଘର ଦୋକାନ ପାଇଁ ୧୨ମାସ ଯଏ ମାସକୁ ୧୦ ହଜାର ଟଙ୍କା ଦିଅ।ଯିବୟ ସ୍ଥିତିବାନ ଓ ଅ।ବାସିକ ପାଇଁ ଅ।ଲୋଚନା ଦ୍ୱାରା ସହାୟତା ଯୋଗାଇ ଦିଅ।ଯିବ। ବିନ୍ଦୁସାଗର ଜଳ ପରିଷ୍କାର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବୟ କେଦାରଗୌରୀ, ପାପନାସିନୀ ପୁଷ୍କରିଣୀର ପୁନରୁଦ୍ଧାର କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଅ।ଯାଇଛି।

Show More

Related Articles

Back to top button