Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପିକୁ ବିପୁଳ ସପଳତା

ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ବିଜୟ ହୋଇଛି । ମଧ୍ୟରେ ବିଜେପିକୁ ସର୍ବାଧିକ ସଫଳତା ମିଳିଛି । ଫଳରେ ଶିବରାଜ ସରକାର ଆହୁରି ମଜବୁତ ହୋଇଯାଇଛି । ୧୧ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ୪୦ଟିରେ ବିଜେପି ଜିତିଛି । ମଧ୍ୟପ୍ରଦେଶରେ ବିଜେପିକୁ ମଙ୍ଗଳବାର ରାତି ସୁଦ୍ଧା ବିଜେପିକୁ ୧୭ଟି ଆସନରେ ବିଜୟ ହାସଲ ହୋଇସାରିଥିବା ବେଳେ ଆହୁରି ୨ଟିରେ ଆଗୁଆ ଥିଲା

ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ବିଜୟ ହୋଇଛି । ମଧ୍ୟରେ ବିଜେପିକୁ ସର୍ବାଧିକ ସଫଳତା ମିଳିଛି । ଫଳରେ ଶିବରାଜ ସରକାର ଆହୁରି ମଜବୁତ ହୋଇଯାଇଛି । ୧୧ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ୪୦ଟିରେ ବିଜେପି ଜିତିଛି । ମଧ୍ୟପ୍ରଦେଶରେ ବିଜେପିକୁ ମଙ୍ଗଳବାର ରାତି ସୁଦ୍ଧା ବିଜେପିକୁ ୧୭ଟି ଆସନରେ ବିଜୟ ହାସଲ ହୋଇସାରିଥିବା ବେଳେ ଆହୁରି ୨ଟିରେ ଆଗୁଆ ଥିଲା । ଏଠାରେ ସମାଜବାଦୀ ପାର୍ଟି, ଜେଏମଏମ ଓ ଏନଡିପିପିକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ୨ଟି ଆସନରେ ସ୍ୱାଧୀନପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଉପନିର୍ବାଚନରେ ବିଜେପିକୁ ଭଲ ବିଜୟ ହାସଲ ହୋଇଛି । ଗୁଜୁରାଟରେ ବିଜେପି କଂଗ୍ରେସର ୮ଟି ଆସନ ଅକ୍ତିଆର କରିଛି । ମଣିପୁରରେ ୪ଟି, ଉତ୍ତରପ୍ରଦେଶରେ ୬ଟି, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛି ।

Show More

Related Articles

Back to top button