ବାଣିଜ୍ୟ

ଜାଣନ୍ତୁ ଆଜିର ସୁନା ଦର

ବିଗତ କିଛି ଦିନ ହେବ ସୁନା ଓ ରୁପାର ମୂଲ୍ୟ ବଢୁଥିବା ବେଳେ ଆଜି ସୁନାର ଦରରେ ସାମାନ୍ୟ ପରିବର୍ତ୍ତନ ଆସିଛି ।  ନଜର ପକାନ୍ତୁ କେତେ ରହିଛି ଆଜିର ଦାମ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୫,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୬୦,୦୫୦ ଟଙ୍କା ରହିଛି । ଏହା ବ୍ୟତୀତ ଓଡି଼ଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ୫୪,୮୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୯,୮୪୦ ଟଙ୍କା ରହିଛି । ତେବେ ଦେଶର ଅନ୍ୟ ସହରମାନଙ୍କରେ ବି ସୁନାର ଦରରେ ପରିବର୍ତ୍ତନ ଆସିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୩୩୦ଟଙ୍କା ଥିବା ରେକର୍ଡ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୦୫୦ ଟଙ୍କା ଓ ୬୦,୦୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୨୦୦ ଟଙ୍କା ଓ ୬୦,୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୦୫୦ ଟଙ୍କା ଓ ୬୦,୦୫୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୫୦୦ ଟଙ୍କା ରହିଥିବା ନେଇ ହୋଇଛି।

Show More

Related Articles

Back to top button