Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲିଠୁ ହାଇକୋର୍ଟରେ ଦୁର୍ଗାପୂଜା ଛୁଟି

ଆସନ୍ତାକାଲିଠୁ ହାଇକୋର୍ଟରେ ଦୁର୍ଗାପୂଜା ଛୁଟି । କାଲିଠୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ନଭେମ୍ବର ୨ରେ ଖୋଲିବ ହାଇକୋର୍ଟ । ଅକ୍ଟେବାର ୨୮ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାର ଶୁଣାଣି କରିବେ ।

ଜଷ୍ଟିସ୍‌ ଏସ୍‌.କେ.ମିଶ୍ର, ଓ ଜଷ୍ଟିସ୍‌ ବି.ପି.ରାଉତରାୟ ଡିଭିଜନ ବେଞ୍ଚରେ ବସି ମାମଲାର ଶୁଣାଣି କରିବେ । ସେହିପରି ଏସ୍‌.କେ.ସାହୁ ଓ ଜଷ୍ଟିସ୍‌ କେ.ଆର୍‌.ମହାପାତ୍ର ଜଣିକିଆ ଖଣ୍ଡପୀଠରେ ବସି ଜରୁରୀ ମାମଲାର ଶୁଣାଣି କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞେପ୍ତିରେ ଉଲ୍ଲେଖ କରାଯାଇଛି । ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଯେବାର ୨୭, ୨୮ ଓ ୨୯ ତାରିଖରେ ହାଇକୋର୍ଟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲାରହିବ । କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଡ୍ରପ୍‌ ବକ୍ସ, ଇମେଲ ଓ ଇ-ଫାଇଲ୍‌ଂ ଜରିଆରେ ନୂଆ ମାମଲା ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ ।

Show More

Related Articles

Back to top button