ଅନୁଚିନ୍ତାଜୀବନଚର୍ଯ୍ୟାସ୍ୱତନ୍ତ୍ର

ଆଜିର ଅନୁଚିନ୍ତା

ବେଦବାଣୀ

 

ବେଦବାଣୀ
ଆଜି ମନୁଷ୍ୟ ଅସତ୍ୟ, ଅନ୍ୟାୟ ରେ ଶ୍ରଦ୍ଧା ରଖି ନିଜକୁ ଠିକ୍ ମନେକରୁଛି। ଯାହା ସତ୍ୟ ଅଟେ ତାହା କୁ ଉପେକ୍ଷା କରୁଛି। ସତ୍ୟକୁ ଜାଣିଲେ ବ୍ୟକ୍ତିର ଅସତ୍ୟ ପ୍ରତି ରୁଚି ରହିବ ନାହିଁ। ଯେଉଁ ଭଗବାନ ଆମ ସମସ୍ତଙ୍କୁ ନିର୍ମାଣ କରିଛନ୍ତି ଆଜି ଆମେ ସେହି ଭଗବାନଙ୍କୁ ନିର୍ମାଣ କରୁଛୁ। ଯେ ଆମର ଜନ୍ମ ପୂର୍ବରୁ ସବୁ ବ୍ୟବସ୍ଥା କରିଛନ୍ତି; ଆମେ ଆଜି ସେହି ଭଗବାନଙ୍କର ରହିବା, ଖାଇବାର ବ୍ୟବସ୍ଥା କରିବାରେ ଲାଗିରହୁଛୁ।ଏହା ଅତି ବିଡମ୍ବନା । ଏଦିଗରେ ବେଦ ମନ୍ତ୍ର କହନ୍ତି – ଓ୩ମ୍ ତଂ ଧିରାସଃ କବୟ ଉନ୍ନୟନ ସ୍ୱା” ଅର୍ଥାତ୍ ମନୁଷ୍ୟ ସତ୍ୟ ବିଦ୍ୟା ଦ୍ଵାରା ବିଦ୍ୱାନ ହୋଇ ସତ୍ୟକୁ ଜାଣି ଧର୍ମଯୁକ୍ତ କର୍ମ କରି ପୁଣ୍ୟ ଅର୍ଜନ କରିବା ଉଚିତ । ।
(ଋଗ୍ ବେଦ,୩,୮,୪)

ସଂଗୃହୀତ ।
ଜୟ ପ୍ରକାଶ ମିଶ୍ର

 

Show More

Related Articles

Back to top button