
ହୃଦ ସିଂହାସନେ ବସାଇଛି ପ୍ରଭୁ
ଭଲପାଏ ବୋଲି ତୋତେ
ଭୁଲିଯିବି ବୋଲି ସୁଖ ବଦଳରେ
ଦୁଃଖ ଦେଇଛୁରେ ମୋତେ.
ଲୋଡ଼ାନାହି ଧନ ଆହେ ଶ୍ୟାମଘନ
ଲୋଡ଼ା ଟିକେ ତୋର ପ୍ରେମ
ଯେଉଁ ପ୍ରେମ ପାଇଁ ରାଇ ମୀରାବାଈ
ଗାଉଥିଲେ ତୋର ନାମ.
🙏ଜୟ ଜଗଦୀଶ ହରେ 🙏
ହୃଦ ସିଂହାସନେ ବସାଇଛି ପ୍ରଭୁ
ଭଲପାଏ ବୋଲି ତୋତେ
ଭୁଲିଯିବି ବୋଲି ସୁଖ ବଦଳରେ
ଦୁଃଖ ଦେଇଛୁରେ ମୋତେ.
ଲୋଡ଼ାନାହି ଧନ ଆହେ ଶ୍ୟାମଘନ
ଲୋଡ଼ା ଟିକେ ତୋର ପ୍ରେମ
ଯେଉଁ ପ୍ରେମ ପାଇଁ ରାଇ ମୀରାବାଈ
ଗାଉଥିଲେ ତୋର ନାମ.
🙏ଜୟ ଜଗଦୀଶ ହରେ 🙏