ଓଡ଼ିଶାରାଜନୀତି

ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ହଜାର ଝିଅଙ୍କୁ ସାମିଲ କରିବ ବିଜେପି

BJP
BJP

ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ହଜାର ଝିଅଙ୍କୁ ସାମିଲ୍ କରିବାକୁ ଅଭିଯାନ ଆରମ୍ଭ କଲା ବିଜେପି । ସେପ୍ଟେମ୍ବର ୨୫ରୁ ଅକ୍ଟୋବର୨୦ ଯାଏଁ ଚାଲିବ କାର୍ଯ୍ୟକ୍ରମ। ଭୁବନେଶ୍ଵରର ୟୁନିଟ-4 ସ୍ଥିତ ମଙ୍ଗଳା ବସ୍ତିରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Tags
Show More

Related Articles

Back to top button
Close