Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

ରାଜଧାନୀରେ ଯୁବକଙ୍କୁ ହତ୍ୟା ମାମଲା

ଭୁବନେଶ୍ୱରର ପିଏମଜି ଅଫିସ୍‌ ସମ୍ମୁଖରେ ହତ୍ୟା ଘଟଣା ।

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କୁ ହତ୍ୟା। ଭୁବନେଶ୍ୱରର ପିଏମଜି ଅଫିସ୍‌ ସମ୍ମୁଖରେ ହତ୍ୟା ଘଟଣା ।  ହତ୍ୟାକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ସ୍ଵାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥାରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଆହତ ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲାକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡିଥିଲା ମୃତଦେହ। ସୂଚନା ପାଇ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ସେଠାରେ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button