Breaking PLUSଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

କ୍ୟାବିନେଟ୍‌ ବୈଠକ ପରେ ‘ତେଜସ୍‌’ ଦେଖିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମଙ୍ଗଳବାର କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଙ୍ଗନା ରାଣାୱତ୍‌ ଅଭିନୀତ ‘ତେଜସ୍‌’ ଚଳଚ୍ଚିତ୍ର ଦେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକ ଭବନରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଏହି ସମୟରେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ ତଥା ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଉପସ୍ଥିତ ଥିଲେ। ‘ତେଜସ୍‌’ ଚଳଚ୍ଚିତ୍ର ବାୟୁସେନା ଉପରେ ଆଧାରିତ। ୟୁଏଫଓ ସିନେ ମିଡିଆ ନେଟୱର୍କ ସହଯୋଗରେ ଚଳଚ୍ଚିତ୍ର ପ୍ରଦର୍ଶନର ଆୟୋଜନ କରାଯାଇଥିଲା।

Show More

Related Articles

Back to top button