ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଆସନ୍ତାକାଲି ଶ୍ରୀଜିଉଙ୍କ ରାହୁରେଖା ନୀତି, ବନ୍ଦ୍ ରହିବ ସାଧାରଣ ଦର୍ଶନ

ଆସନ୍ତାକାଲି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ଥିବାରୁ ଶ୍ରୀଜିଉଙ୍କ ରାହୁରେଖା ନୀତି ଅନୁଷ୍ଠିତ ହେବ । ବନ୍ଦ ରହିବ ସାଧାରଣ ଦର୍ଶନ । ପ୍ରଥମ ଭୋଗମଣ୍ଡପ ଶେଷ ପରେ ୪ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ୍ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟ ।

ଶ୍ରୀମନ୍ଦିର କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ମଙ୍ଗଳବାର ଶ୍ରୀବିଗ୍ରହମାନଙ୍କର ରାହୁରେଖା ନୀତି ଅନୁଷ୍ଠିତ ହେବ । ଯାହାଫଳରେ ଅପରାହ୍ନ ୨ଟାରୁ ସଂଧ୍ୟା ୬ ଟା ପର‌୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । କୌଣସି ଭକ୍ତ ଏହି ସମୟରେ ମହାପ୍ରଭୁ ଦର୍ଶନ କରିପାରିବେନାହିଁ ।

Show More

Related Articles

Back to top button