Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ମହିଳାଙ୍କ ଆତ୍ମହତ୍ୟା

ରାଜଧାନୀ ଭୁବନେଶ୍ଵରରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବେକରେ ଓଢ଼ଣୀ ଲଗାଇ ମହିଳା ଜଣକ ନିଜେ ରହୁଥିବା ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଉତ୍କଳବାଟିକା ଆପାର୍ଟମେଣ୍ଟରେ।

Show More

Related Articles

Back to top button