ଓଡ଼ିଶା

ବସ୍‌ ଷ୍ଟାଣ୍ଡରେ ମହିଳାଙ୍କ ଗଳିତ ମୃତଦେହ

ଭୁବନେଶ୍ବର: ବସ୍‌ଷ୍ଟାଣ୍ଡରେ ଅଭାବନୀୟ ଘଟଣା ଘଟିଛି। ଭରତପୁର ଥାନା ଘାଟିକିଆ ବସ୍‌ଷ୍ଟାଣ୍ଡରୁ ଜଣେ ମହିଳାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button