Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ବାମୀ

ଅମାନବୀୟ ସ୍ବାମୀର ବିଭତ୍ସ କାଣ୍ଡ। ଭୁଲିଗଲା ସବୁ ହିତାହିତ ଜ୍ଞାନ।

ଶେଷରେ ସ୍ତ୍ରୀକୁ ବି ମାରିବାକୁ ପଛଘୁଞ୍ଚା ଦେଲାନି। ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୋହନା ଭାଲିଆଗଣି ଗାଁରେ।

ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ।ମୃତ ସ୍ତ୍ରୀ ହେଲେ ସୁକାନ୍ତି ନାୟକ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ୍‌।

Show More

Related Articles

Back to top button