ଓଡ଼ିଶାପାଣିପାଗ

ଅସହ୍ୟ ଜାଡରେ ଥରୁଛି ସାରା ରାଜ୍ୟ

ଅଦିନିଆ ବର୍ଷା ପରେ ସୁବର୍ଣ୍ଣପୁର ଅସ୍ତବ୍ୟସ୍ତ

କମିଛି ପାରଦ ଆଉ ବଢିଛି ଶୀତ । ଏବେ ସାରା ରାଜ୍ୟରେ ଶୀତର ଲହରୀ । ଆଉ ଶୀତର ପ୍ରଭାବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବେଶ ଅନୁଭୁତ ହେଉଛି । ଅଦିନିଆଁ ବର୍ଷାପରେ ହଠାତ ଶୀତ ବଢିଯାଇଛି । ଏମିତିକି ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ର ରହିଛି ସୁବର୍ଣ୍ଣପୁର । ହଠାତ ଏତେ ମାତ୍ରାରେ ଶୀତ ବଢିଯାଇଥିବାରୁ ପୁରା ଅସ୍ତବ୍ୟସ୍ତ ସାରା ଜୀବ ଜଗତ ।

ଶୀତର ପ୍ରଭାବରେ ଶୁନ ଶାନ ହୋଇଯାଇଛି ପୁରା ରାସ୍ତାଘାଟ । ଶୀତ ପାଇଁ ନିହାତି ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ପସନ୍ଦ କରୁନାହାଁନ୍ତି ଲୋକେ । କେବଳ ସଂଧ୍ୟା କି ରାତି ନୁହେଁ ଦିନ ତମାମ ଥଣ୍ଡା ଲାଗି ରହୁଛି । ଶୀତରୁ ରକ୍ଷା ପାଇବାକୁ ସମସ୍ତେ ଶୀତ ବସ୍ତ୍ରର ବ୍ୟବହାର କରିବା ସହ ନିଆଁ ପୋଉଁଥିବାର ଦେଖିବାକୁ ମିଳୁଛି ।

Show More

Related Articles

Back to top button