Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା ପ୍ରଭାବ, ଗତ 24 ଘଣ୍ଟା ମଧ୍ୟରେ 36,594 ଜଣ କରୋନା ରୋଗୀ ଚିହ୍ନଟ

ଭାରତରେ ରହିଛି କରୋନା ଭାଇରସର ଆତଙ୍କ । ଦେଶରେ ଗତ 24 ଘଣ୍ଟା ମଧ୍ୟରେ ଶୁକ୍ରବାର ଦିନ, କରୋନାର 36,594 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଭାରତରେ ରହିଛି କରୋନା ଭାଇରସର ଆତଙ୍କ । ଦେଶରେ ଗତ 24 ଘଣ୍ଟା ମଧ୍ୟରେ ଶୁକ୍ରବାର ଦିନ, କରୋନାର 36,594 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ ସଂକ୍ରମଣ ମାମଲା 95,71,559 କୁ ବୃଦ୍ଧି ପାଇଛି | ସେଥିମଧ୍ୟରୁ 90,16,289 ଜଣ ଲୋକ ବର୍ତ୍ତମାନ ସୁଦ୍ଧା ସଂକ୍ରମଣମୁକ୍ତ ହୋଇ ସାରିଲେଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ 8 ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ -19 ର 95,71,559 ମାମଲା ରିପୋର୍ଟ ହୋଇଛି । ଏଥି ସହିତ, 540 ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 1,39,188 କୁ ବୃଦ୍ଧି ପାଇଲା ।

Show More

Related Articles

Back to top button