Breaking PLUSଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟରେ ୱକ୍‌ଫ ଶୁଣାଣି ଅସମାପ୍ତ

ସୁପ୍ରିମକୋର୍ଟରେ ୱକ୍‌ଫ ଶୁଣାଣି ଅସମାପ୍ତ ରହିଛି । ପୁଣି କାଲି ଶୁଣାଣି ହେବ । କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସର୍ବୋଚ୍ଚ କୋର୍ଟ  । ହିନ୍ଦୁ ଧାର୍ମିକ ଟ୍ରଷ୍ଟରେ ମୁସଲିମ ସ୍ଥାନ ପାଇବେ କି ନେଇ ପ୍ରଶ୍ନ କଲେ ।ସାମ୍ବିଧାନିକ ବୈଧତା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଲେ  ।ଏହାକୁ ନେଇ ହିଂସା ବିଚଳିତ କରୁଛି କହିଲେ ପ୍ରଧାନ ବିଚାରପତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button