Breaking PLUSଦେଶମୁଖ୍ୟ ଖବର

ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସର

ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସର । ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କଲେ ବିରାଟ  । ରୋହିତ ଶର୍ମାଙ୍କ ପରେ ସନ୍ନ୍ୟାସ ଘୋଷଣା କଲେ ବିରାଟ  । ୧୪ ବର୍ଷର ଟେଷ୍ଟ୍‌ କ୍ୟାରିଅରରୁ ଅବସର ନେଲେ ବିରାଟ । ୨୦୦୮ରେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ବିରାଟ ।

Show More

Related Articles

Back to top button