Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ରାୟଗଡା ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଗିରଫ କଲା ଭିଜିଲାନ୍ସ

ଭିଜିଲାନ୍ସ ହାତରେ ନିନା ବେଉରା । ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଗିରଫ କଲା ଭିଜିଲାନ୍‌ସ । ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢାଉ କରି ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ସେ ଏହାର ହିସାବ ଦେଇପାରିନଥିଲେ । ନିନା ବେଉରା ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟ ଜାତୀୟ ରାଜପଥରେ ଜବଦ ହୋଇଛି । ଏବେ ନିନା ବେଉରାଙ୍କ ଭୁବନେଶ୍ୱର ପଳାଶପଲ୍ଲୀ ଘର ଓ କଟକ ସ୍ଥିତ ଶ୍ୱଶୁର ଘର ଓ ସଂପର୍କୀୟଙ୍କ ଘର ଯାଞ୍ଚ୍ ଚାଲିଛି । ଏପଟେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଭୁବନେଶ୍ୱର ଭିିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।ନେନା ବେଉରାଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଉନାହାନ୍ତି ।

Show More

Related Articles

Back to top button