Breaking PLUSଓଡ଼ିଶାମୁଖ୍ୟ ଖବର

ଓଲିଉଡ୍‌ର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର

ଓଲିଉଡ୍‌ର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର ହୋଇଛନ୍ତି। ଶନିବାର ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଭେଣ୍ଟିଲେଟରରେ ଥିବା ସୂଚନା ମିଳିଛି। ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି। ହସ୍ପିଟାଲରେ ପତ୍ନୀ ଅପରାଜିତା ଓ ପୁଅ ବାବୁଶାନ୍‌ ରହିଛନ୍ତି।

Show More

Related Articles

Back to top button