ବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଅପକମିଙ୍ଗ୍‌ ଫିଲ୍ମରେ ଏକାଠି ନଜର ଆସିବେ ବରୁଣ ଧାଓ୍ୱନ ଓ ଅଭିନେତ୍ରୀ କ୍ରିତି ସାନନ

ଲିଉଡ ଅଭିନେତା ବରୁଣ ଧାଓ୍ୱନ ଏବଂ ଅଭିନେତ୍ରୀ କ୍ରିତି ସାନନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ ଭେଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ବରୁଣଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ କ୍ରିତିଙ୍କ ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କ୍ରିତି ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି। ତେବେ ଫିଲ୍ମର ଟିଜର ରିଲିଜ୍‌ ହୋଇଥିବା ବେଳେ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।

Show More

Related Articles

Back to top button