Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ଉମରକୋଟ ଭଣ୍ଡାରିଗୁଡା ଜିଆରଏସ୍
କୋଟିପତି ସରକାରୀ ବାବୁ । ଭିଜିଲାନ୍ସ ପଞ୍ଝାରେ ଉମରକୋଟ ଭଣ୍ଡାରିଗୁଡା GRS ହିମାଚଳ ବାଘ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭାବନ ଓ ଅଫିସରେ ରେଡ କରିଛି ଭିଜିଲାନ୍ସ ।

ଏକାସାଙ୍ଗରେ ଭିଜିଲାନ୍ସର 4ଟି ଟିମ ରେଡ୍ କରିଛି । ଚଢାଉବେଳେ ଉମରକୋଟ ଭଗବତୀ ନଗର ବାସଭବନରୁ 17 ଲକ୍ଷ 83 ହଜାର ଜବତ ହୋଇଥିବା ସୂଚନା ମିଳିଛି ।