Breaking PLUSଦେଶ ବିଦେଶମୁଖ୍ୟ ଖବର

ୟୁକ୍ରେନର ଏୟାରଷ୍ଟ୍ରାଇକ୍‌, ୧୮ ମୃତ

ଋଷିଆର ବେଲଗୋରୋଡ୍‌ ସହରରେ ୟୁକ୍ରେନ ଏୟାରଷ୍ଟ୍ରାଇକ୍‌ କରିଛି । ୟୁକ୍ରେନର ଆକ୍ରମଣରେ ୨ ଶିଶୁ ସମେତ ୧୮ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଋଷିଆର ଘନଘନ ଏୟାରଷ୍ଟ୍ରାଇକ ପରେ ୟୁକ୍ରେନ୍‌ର ପ୍ରତିଆକ୍ରମଣ କରିଛି । ଫଳରେ 18ଜଣଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button