Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ପ୍ରମାଣ ମିଳିଲା ତୁର୍କୀର ଭାରତ ବିରୋଧୀ ଆଭିମୁଖ୍ୟ

ପ୍ରମାଣ ମିଳିଲା ତୁର୍କୀର ଭାରତ ବିରୋଧୀ ଆଭିମୁଖ୍ୟ । ପାକିସ୍ତାନକୁ ଡ୍ରୋନ୍ ସହ ମାନବ ସହାୟତା ବି ଯୋଗାଇଥିଲା ତୁର୍କୀ । ଭାରତର ଏୟାର ଷ୍ଟ୍ରାଇକରେ ୨ ତୁର୍କୀ ଡ୍ରୋନ୍ ଅପରେଟରଙ୍କ ମୃତ୍ୟୁ ପରେ ସ୍ପଷ୍ଟ ହୋଇଛି ।