Breaking PLUSଓଡ଼ିଶାମୁଖ୍ୟ ଖବର

୨ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ, ମୁଣ୍ଡ ପିଛା ଥିଲା ୧୫ ଲକ୍ଷର ପୁରସ୍କାର ରାଶି

ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ହାର୍ଡକୋର୍‍ ମାଓବାଦୀ । ଆହତ ଅବସ୍ଥାରେ ଆଉ ଜଣେ ମାଓବାଦୀକୁ କାବୁ କରିଛନ୍ତି ସୁରକ୍ଷାକର୍ମୀ । ସେମାନଙ୍କ ଠାରୁ ଗୋଟିଏ ରାଇଫଲ୍‍ ଜବତ କରାଯାଇ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇ ମାଓବାଦୀଙ୍କ ନାଁରେ ୧୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button