Breaking PLUSଦେଶ ବିଦେଶମୁଖ୍ୟ ଖବର

ହ୍ୱାଇଟ ହାଉସରେ ଦୁଇ ଜିହାଦୀଙ୍କୁ ବଡ ଦାୟିତ୍ୱ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସରକାରରେ ଦୁଇ ଜଣ ପୂର୍ବତନ ଜିହାଦୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ନାମ ହେଉଛି ଇସମାଇଲ୍ ରୋୟର ଏବଂ ଶେଖ୍ ହମଜା ୟୁସୁଫ୍। ତାଙ୍କ ବିରୁଦ୍ଧରେ ୨୦୦୦ ମସିହାରେ ପାକିସ୍ତାନରେ ଲସ୍କର-ଏ-‌ତୋଇବାର ତାଲିମ ଶିବିରକୁ ଯାଇଥିବାର ଅଭିଯୋଗ ଅଛି।

ବର୍ତ୍ତମାନ ତାଙ୍କୁ ହ୍ୱାଇଟ୍ ହାଉସ୍ ବୋର୍ଡର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି। ଏହା ଦ୍ବାରା ଟ୍ରମ୍ପ୍‌ଙ୍କ ମୁଖା ଖୋଲି ଅସଲ ଚେହେରା ବାହାରେ ପ୍ରକାଶ ପାଇଥିବା ନେଇ ଚର୍ଚ୍ଚା ହେଉଛି।

Show More

Related Articles

Back to top button