Breaking PLUSଓଡ଼ିଶାମୁଖ୍ୟ ଖବର
ସଡକ ଦୁର୍ଘଟଣାରେ 2 ମୃତ

ଭଞ୍ଜନଗର: ପୁଣି ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜଣଙ୍କ ଜୀବନ। ଆଜି ସୋରଡ଼ା ଥାନା ଲାଠିପଦା ଗାଁରେ ସିରିଜ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି।