Breaking PLUSଓଡ଼ିଶାମୁଖ୍ୟ ଖବର
ନର୍ସିଂ ଚାକିରି ଦେବା ନାଁରେ ଠକେଇ; ୨ ଭାଇ ଗିରଫ
କଟକ: ନର୍ସିଂ ଚାକିରି ଦେବା ନାଁରେ ଠକେଇ; ୨ ଭାଇ ଗିରଫ । ଦଲାଲ ୨ ଭାଇଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ୩୦ ଜଣଙ୍କ ଠାରୁ ୧୧ ଲକ୍ଷରୁ ଅଧିକ ଲୁଟିଥିବା ଅଭିଯୋଗ ହୋଇଥିଲା । ମଧୁପାଟଣାରେ ଅଫିସ ଖୋଲି ଚାକିରି ଦେବା ପାଇଁ ବିଜ୍ଞାପନ ଦେଉଥିଲେ । କାର ସହ ସ୍କୁଟି ଓ କିଛି ନିଯୁକ୍ତି ପତ୍ର ଜବତ କଲା ପୋଲିସ ।