Breaking PLUSଦେଶ ବିଦେଶମୁଖ୍ୟ ଖବର

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୨୪ ଜଣ ରୋଗୀଙ୍କ ଜୀବନ

କର୍ଣ୍ଣାଟକର ହସ୍ପିଟାଲରୁ ସାମନାକୁ ଆସିଛି ଅକ୍ସିଜେନ୍ ଅଭାବରୁ ଆଉ ଏକ ଦୁଃଖଦ ଓ ଦୃହୟବିଦାରକ ଘଟଣା । ଅକ୍ସିଜେନ୍ ଅଭାବରୁ ହସ୍ପିଟାଲରେ ଆଖି ବୁଜିଲେ ୨୪ ଜଣ ରୋଗୀ । କର୍ଣ୍ଣାଟକର ଚାମରାଜନଗରରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଭେଣ୍ଟିଲେଟରରେ ଥିଲେ । ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିଲା ।

ବେଲାରୀରୁ ଚାମରାଜାନଗର ଡାକ୍ତରଖାନାକୁ ଅମ୍ଳଜାନ ଆସିବାର ଥିଲା । କିନ୍ତୁ ଅକ୍ସିଜେନ୍ ଆସିବାରେ ବିଳମ୍ବ ହେବାରୁ ଏତେ ବଡ ଦୁର୍ଘଟଣା ଘଟିଗଲା । ଏହି ଘଟଣା ପରେ ମହୀଶୂରରୁ ଚାମରାଜନଗରକୁ ଅଢେଇ ଶହ ଅକ୍ସିଜେନ୍ ସିଲିଣ୍ଡର ପଠାଯାଇଛି । ଚାମରାଜନଗର ଡେପୁଟୀ କମିଶନର କହିଛନ୍ତି, ଅକ୍ସିଜେନ୍ ଅଭାବରୁ ସମସ୍ତଙ୍କ ମୃତ୍ୟୁ ନେଇ ତଦନ୍ତ ଚାଲିଛି । ଡାକ୍ତରଙ୍କ ରିପୋର୍ଟ ଅନୁସାରେ ୧୨ ଜଣ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଛନ୍ତି ।

Show More

Related Articles

Back to top button