Breaking PLUSଓଡ଼ିଶାମୁଖ୍ୟ ଖବର

ବରଯାତ୍ରୀ କାର୍‌କୁ ପିଟିଲା ଟ୍ରକ୍‌; ୫ ଆହତ

କୁଚିଣ୍ଡା: ବରଯାତ୍ରୀ କାର ସହ ମୁହାଁମୁହିଁ ଧକ୍କା ହୋଇ ୫ ଜଣ ଆହତ ହୋଇଛନ୍ତି |ଦୁର୍ଘଟଣାଟି ଯମନକିରା ଥାନା ଅନ୍ତର୍ଗତ ୫୩ନଂ NH କୁଲୁଣ୍ଡି ନିକଟରେ ଘଟିଛି |ସୂଚନା ଅନୁଯାଇ ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣକୁ ସମ୍ବଲପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି |ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରୁଥିବା ବାଟରେ ଦୁର୍ଘଟଣାଟି ଘଟିଛି |

Show More

Related Articles

Back to top button