Breaking PLUSଦେଶମୁଖ୍ୟ ଖବର
ସେନା ଗୁଳିରେ ଟପ୍ ଆତଙ୍କୀ କମାଣ୍ଡର ନିହତ

ଜମ୍ମୁକାଶ୍ମୀର: ସେନା ଗୁଳିରେ ଟପ୍ ଆତଙ୍କୀ କମାଣ୍ଡର ନିହତ ହୋଇଛି । ଜମ୍ମୁକାଶ୍ମୀର ବାନ୍ଦିପୋରାରେ ସୁରକ୍ଷାକର୍ମୀ- ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି1 । ସେନା ଗୁଳିରେ ଟପ୍ ଆତଙ୍କୀ କମାଣ୍ଡର ଅଲତାଫ୍ ନିହତ ହୋଇଛି । ପହଲଗାମ୍ ଘଟଣାରେ ପରେ ଆତଙ୍କୀମାନଙ୍କୁ ଖୋଜୁଛି ସେନା ।