Breaking PLUSଦେଶମୁଖ୍ୟ ଖବର

ଭାରତ-ପାକିସ୍ତାନ ପରିସ୍ଥିତି ନେଇ UNSC ରୁଦ୍ଧଦ୍ୱାର ବୈଠକ

ଆଜି ଭାରତ-ପାକିସ୍ତାନ ପରିସ୍ଥିତି ନେଇ UNSC ରୁଦ୍ଧଦ୍ୱାର ବୈଠକ । ଆଜି ଅପରାହ୍ନରେ ରୁଦ୍ଧଦ୍ବାର ବୈଠକ ନେଇ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ଜାତିସଂଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ହୋଇଛି ପାକିସ୍ତାନ । ଏପ୍ରିଲ ୨୩ ତାରିଖରେ UNSC ପହଲଗାମ୍‌ ଘଟଣାକୁ ନିନ୍ଦା କରିଥିଲା ।

ହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ସାବାଡ କରିବାକୁ ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନ ଏହି ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ପାଇଁ ଅନୁରୋଧ କରିବା ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମେ ୫ରେ ବୈଠକ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଉପରେ ଏକ ରୁଦ୍ଧ ପରାମର୍ଶ ବୈଠକ ହେବାକୁ ଯାଉଛି ।

Show More

Related Articles

Back to top button