Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ୍

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଏଥିରେ ସଂରକ୍ଷଣ ଓ ନିଯୁକ୍ତି ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ବିଶେଷକରି ଓବିସି କୋଟା, ମେଡିକାଲ ଓ ଇଞ୍ଜିନିୟରିଂରେ ନାମଲେଖା ସଂରକ୍ଷଣକୁ ନେଇ ପ୍ରସ୍ତାବ ଉପସ୍ଥାପନ ହୋଇପାରେ । ସେହିପରି ନିଯୁକ୍ତିଭିତ୍ତିକ ବୟସସୀମା କୋହଳ କରାଯିବା ସମ୍ଭାବନା ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button