Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଛାଡଖାଇ, ଆମିଷ ବଜାରରେ ଭିଡ

ଭୁବନେଶ୍ୱର- ଆଜି ଛାଡଖାଇ । ଜମୁଛି ଛାଡଖାଇ ବଜାର। କାର୍ତ୍ତିକ ପୂର୍ଣ୍ଣିମା ପରେ ଶନିବାର ସଂକ୍ରାନ୍ତି ଯୋଗୁଁ ଆମିଷ ବଜାର ପୁରା ଫିକା ପଡିଥିଲା। ଆଜି ରବିବାର ହୋଇଥିବାରୁ ଆମିଷ ପ୍ରେମୀଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟର , ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି।

Show More

Related Articles

Back to top button